Singer:
Lyrics: Deepak king
Language: Odia
Lyrics: Deepak king
Language: Odia
Lyrics - Pailani Amarati Nahi
ପାଇଲାଣି ଅମାରାତି
ନାହିଁ ମରଣ ର ଭୀତି (୨ଥର)
ପଥର ଗଡ଼ି ଯାଇଛି
କବର ଖୋଲା ପଡ଼ିଛି (୨ଥର)
ଯୀଶୁ ରାଜା ଉଟି ଅଛନ୍ତି
ନାଟକର ବଳ ଆଜି ପରାଜିତ
ମୃତ୍ୟୁର ନାଉଡ ଆଜି ବିକଣ୍ଡିତ
କୃଶାର୍ପିତ ଯୀଶୁ ଆଜି ସଞ୍ଜିବିତ
ସରଗ ମରତ ଅଟେ ଫୁଲକିତ
ଆସ ଭାଇ ଆସ ବଅନ
କରିବା ତାଙ୍କ କୀର୍ତ୍ତନ (୨ଥର)
ଉଡୁଅଛି ଦେଖ ବିଜୟ ପତାକା
ଶୟତାନ ଶକ୍ତି ନେଲେ ଯୀଶୁ ରାଜା
ତାଙ୍କରି ସମର୍ଥେ ବହେ ପରିତ୍ରାଣ
ବିଶ୍ବାସୀ ମଣ୍ଡଳୀ ହୁଅ ସଚେତନ
ଗାଅ ଭାଇ ଗାଅ ବଅନ
କରିବା ତାଙ୍କ କୀର୍ତ୍ତନ (୨ଥର)
Pailani amarati nahi
maranara bhiti (2time)
Pathara gadi jaichi
Kabara khola padichi (2time)
Jisu raja uthi achanti..
Narakara Bola aji parajita
Mrutyura nahuda aji bikhandita
Krusharpita jisu aji sanjibita
Saraga maratha ate phulakita
Asa bhai asa bha ana
Kariba tanka kirttana(2time)
Uduachi dekha bijaya pataka
Sayatana shakti nele jisu raja
Tankari samarthe bahe paritrana
Biswasi mandali hua sache tana
Gao Bhai Gao bha ana
Karijao tanka gayana (2time)