
Song Delails:
Singer:
Lyrics: Deepak king
Language: Odia
Lyrics: Deepak king
Language: Odia
Lyrics - Gouraba Prashansa Sambhram
ଗୌରବ ପ୍ରଶଂସା ସମ୍ଭ୍ରମ
ମହିମା ରେ ପରିପୂର୍ଣ୍ଣ
ପ୍ରଭୂମାନଙ୍କ ପ୍ରଭୁ ମହାନ
ପ୍ରିୟ ଯୀଶୁ ରାଜା ଆମ (୨ଥର)
ଗାଓ ହାଲ୍ଲେଲୁ ହୋଶାନ୍ନା (୨ଥର)
ହାଲ୍ଲେଲୁ ହାଲ୍ଲେଲୁ ହାଲ୍ଲେଲୁଆ
ସରଗ ମରତ ଅଟଇ ତାଙ୍କ ଅଧୀନ
ପାପୀଙ୍କ ପାଇଁ ସାଜିଲେ ମହାପରିତ୍ରାଣ (୨ଥର)
କରୁଣାରେ ପୂର୍ଣ୍ଣ ଦୟାରେ ମହାନ
କରତାଙ୍କ ଜୟଗାନ
ସ୍ନେହ ପୂର୍ଣ୍ଣ କରୁଣା ପାଇଁ
ଧନ୍ୟ ବାଦ କର
ତା'ଙ୍କ ସତ୍ୟତା ସକାଶେ
ତାଙ୍କ ସ୍ତୁତି କର (୨ଥର)
ସର୍ବାନ୍ତ କରଣେ ହୃଷ୍ଟଚିତ୍ତମନେ
ତାଙ୍କରି ପ୍ରଶଂସା କର
Gouraba prashansa sambhram
Mahima re paripurn
Prabhumananka prabhu mahana
Priya jisuraja amo (2time)
Gao hallelu hoshana
Halleluya hoshana (2time)
Hallelu hallelu halleluya
Saraga maratha atai
Tanka adhina
papinka pai sadhile
Moha paritrana (ho..)(2time)
Karuna re purna
Daya re mahaana
Kara tanka Jaya gana
Sneha purna karuna pai
Dhanya bada kara
Tahaanka satyata sakase
Tanka stuti kara (ho..)(2time)
Sarbaanta karane hrustachitta mane
Tankari prashansa kara
best article
ReplyDelete