Song Details
Song:Singer:
Lyrics:
Music:
SONG- Asichi Prabhu tuma padatale
ଆସିଛି ପ୍ରଭୁ ତୁମ ପାଦତଳେ
ଆରାଧନା କରିବି ବୋଲି (୨ଥର)
ଗଢ଼ିଲ ମନୁଷ୍ୟ ତୁମରି ରୂପରେ (୨ଥର)
କେବଳ ପ୍ରଶଂସା କରିବ ବୋଲି
ଆରାଧନା ଆରାଧନା
ଆରାଧନା ସ୍ତୁତି ଆରାଧନା (୨ଥର)
ଇସ୍ରାଏଲ ନାଥ ତୁମେ ପବିତ୍ର ପାବନ
ସ୍ୱରଗରେ ଗାଆନ୍ତି ବିଜୟ ଗାନ (୨ଥର)
ଗୌରବ ପରାକ୍ରମ ମହିମା ତୁମର
କରୁଥିବି ସଦା କୀର୍ତ୍ତନ ତୁମର
ତୁମରି ଆଶିଷେ ପାଇଛି ମୁଁ ନବ ଜୀବନ
କରିବ ପ୍ରଶଂସା
ଏହି ମୋ ପୋରଣ ହୋ...ହୋ...(୨ଥର)
କରିବି ମହିମା ହେ ଯୀଶୁ ରାଜନ
ଗାଉଥିବି ନାମ କେବଳ ତୁମର
Asichi Prabhu tuma padatale
Aradhana karibi boli (2time)
Gadhila manusya tumari rupare (2time)
Kebala prashansa kariba boli
Aradhana aradhana
Aradhana stuti aradhana (2time)
Israel natha tume pabitra pabana
Swarga re gaanti bijaya gana (2time)
Gouraba parakrama mahima tumara
Karuthibi sada kirtana tumara
Tumari asise paichi mu naba jibana
Kariba prashansa
ehi mo parana ho..ho..(2time)
Karibi mohima he jisu rajana
Gouthibi nama kebala tumara