Song Details
Song:
Singer:
Lyrics:
Music:
Khyma Ra Tume
ପ୍ରଭୁ ହେ.... ପ୍ରଭୁ ହେ....
ନିସଙ୍ଗମ ପ୍ରାଣେ ସାଥୀ ହୁଅ
ମାଗୁଛି ଅଞ୍ଜୁଲେ ତୁମରି ଅନୁଗ୍ରହ...
ଆଶ୍ରୟ... ଶହାୟ
କ୍ଷମାର ତୁମେ ସାଗର ସତ୍ୟ ଈଶ୍ୱର
ବନ୍ଧୁ ଅଟ ସଦା ପାପି ମଣିଷ (୨ଥର)
ଖୋଲି ଦିଅ ପ୍ରଭୁ କ୍ଷମାର ସେ ଦ୍ବାର
ଧୋଇ ମୋତେ ପାପ ଶୁଛି କର (୨ଥର)
ମାଗୁଛି ଆଞ୍ଜୁଲେ ତୁମରି ଅନୁଗ୍ରହ
ଆଶ୍ରୟ.... ସହାୟ
ଭାଙ୍ଗି କହେ ନିରବତା
ମୋ ଅନ୍ତର ଶେଷ କଥା
ପ୍ରଭୁ ଯୀଶୁ ତୁମେ ଏକା
ମୋ ଜୀବନେ ସ୍ମୁତି ଶିଖା (୨ଥର)
ଯୀଶୁ ହେ....ପ୍ରଭୁ ହେ....
ମୋ ଅନ୍ଧ ଜୀବନେ ଦିଅ ଦେଖା
ମାଗୁଛି ଆଞ୍ଜୁଲେ ତୁମରି ଅନୁଗ୍ରହ
ଆଶ୍ରୟ.... ସହାୟ
ତୁମେ ବନ୍ଧୁ ତୁମେ ଶଖା
ମୋ ହସର ସ୍ମୁତି ରେଖା
ମୋ ଜୀବନ ଚଲାପତେ
ହେଉ ସଦା ତୁମ ଦେଖା (୨ଥର)
ଯୀଶୁ ହେ....ପ୍ରଭୁ ହେ....
ମୋ ଅନ୍ଧ ଜୀବନେ ଦିଅ ଦେଖା
ମାଗୁଛି ଆଞ୍ଜୁଲେ ତୁମରି ଅନୁଗ୍ରହ
ଆଶ୍ରୟ.... ସହାୟ
Prabhu he....prabhu he.....
Nisangama prane sathi hua
Maguchi aanjule tumari anugrha..
Aashraya...sahaya (2time)
Kshama ra tume sagara saty ishwara
Bandhu ata tume sada papi manisara (2time)
Kholi dia prabhu kshamara se duwar
Dhoin mote papa shuchi kara (2time)
Maguchi aanjule tumari anugrha..
Aashraya...sahaya (2time)
Bhangi kahe nirabata
Mo othara shesa katha
Prbhu jisu tume eka
Mo jibana smuti shikha (2time)
Jisu he.... Prabhu he...
Mo andha jibane dia dekha
Maguchi aanjule tumari anugrha..
Aashraya...sahaya (2time)
Tume bandhu tume sakha
Mo hasara smuti rekha
Mo jibana chalapathe
Heu sada tuma dekha (2time)
Jisu he.... Prabhu he...
Mo andha jibane dia dekha
Maguchi aanjule tumari anugrha..
Aashraya...sahaya (2time)