Song DetailsSong:
Singer: Subrata PaniLyrics: Deepak King
Language: Odia
Lyrics - Jharao Ashisa
ଝରାଅ ଆଶିଷ
ଆମୋ ମୋନ ମନ୍ଦିରେ
ଝରି ଯାଉ ଜାଗରଣ
ପ୍ରତି ମୋନ ଆତ୍ମା ରେ (୨ଥର)
ଅଶାନ୍ତ ପୃଥିବୀ ବକ୍ଷରେ
ତମସାର ଘେରରେ (୨ଥର)
ହାରିଯାଏରେ ମାନବ
ଜୀବନର ସଂଗ୍ରାମରେ (୨ଥର)
ଡାକୁଛି ପୂର୍ଣ୍ଣ ହୃଦୟେ
ବିନତି ଶୁଣ ବାରେ (୨ଥର)
ପ୍ରତିଜ୍ଞାତ ଆଶିଷ ଧାରା
ଢାଳ ସବୁରି ଉପରେ (୨ଥର)
ଅଭିଷେକ କର ସେ ଅଗ୍ନୀ
ଜଳାଆ ପ୍ରତି ପ୍ରାଣରେ (୨ଥର)
ସମର୍ପୁଛି ହେ ଜୀବନ
ତୋଳି ନିଅ ବାହୁରେ (୨ଥର)
Jharao ashisa
Amo mona mandire
Jhari jau jagarana
Prati mona atmare
Ashanta prithibi bakyare
Tamasa ra gherare (2time)
Harijae re manaba
Jibanara sangramare (2time)
Dakuchu Purna hrudaye
Binati shuna bare (2time)
Pratinghyata ashisa dhara
Dhala saburi upare (2time)
Abhisek kara se agni
Jalao prati pranare (2time)
Samarpuchi e jibana
Toli nia bahure (2time)
odia song vala laaguchhi
ReplyDelete